fbpx

ପୋଲିସ ସେବାରୁ ସତ୍ୟଜିତଙ୍କ ଅବସର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ପୋଲିସ ସେବାରୁ ଅବସର ଅବସର ନେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତାକାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ । ତେବେ ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତି ପୋଲିସ କମିସନର ଓ ଡିଜିପି ମଧ୍ୟ ଥିଲେ ।

Get real time updates directly on you device, subscribe now.