fbpx

ଏସିସିବି ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଆଖିବୁଜିଲେ ଆଉ ଜଣେ ରୋଗୀ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କଟକ (ଭାସ୍କର ନ୍ୟୁଜ୍‌): ବଡ ଡାକ୍ତରଖାନାରେ ୪ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଇତିମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଥାଉକି କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜନୈକ ଏକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନ ଅନ୍ତରରେ ଆଉ ଜଣେ ବଲାଙ୍ଗୀର ଅଞ୍ଚଳର ମହିଳାଙ୍କର ମୃତ୍ୟୁ ହୋଇଥିଲା । ଗତ ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉପସଚୀବ ତଥା ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ଦିଲିକୁମାର ଅଗ୍ରଓା୍ୱ୍ୱଲଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଏକମୋ ଇୟୁନିଟରେ ୪ଜଣ ଚିକିତ୍ସାଧିନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣଙ୍କର ଏକମୋ ସର୍ପୋରେ ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛିା

Get real time updates directly on you device, subscribe now.