fbpx

ସିଂହଦ୍ବାର ସମ୍ମୁଖରେ ଜାରି ହେବ ୧୪୪

ପୁରୀ, ୨୫ ।୧୦(ଓଡିଶା ଭାସ୍କର) : କୋଭିଡ କଟକଣା ନେଇ ସିଂହଦ୍ବାର ସମ୍ମୁଖରେ ଜାରି ହେବ ୧୪୪ ଧାରା । ଶ୍ରୀକ୍ଷେତ୍ରରେ ୨୭ରେ ବିନା ଶ୍ରଦ୍ଧାଳୁରେ ଶ୍ରୀମନ୍ଦିର ସମ୍ମୁଖରେ ହେବ ଗୋଷାଣୀ ମେଳଣ । ମହାଦୀପ ଉଠିବା ପରେ ଗୋଟିଏ ଲେଖାଏଁ ମେଢ ବିସର୍ଜନ ପାଇଁ ଯିବେ ।
ମଙ୍ଗଳାଘାଟରେ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.