ଭିଜିଲାନ୍ସ ଜାଲରେ ସିନିଅର କ୍ଲର୍କ

News across the Earth, news close to your heart, Read Odisha Bhaskar English

ଫୁଲବାଣୀ,୨୩ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସିନିଅର କ୍ଲର୍କ ଅଶୋକ ପଟ୍ଟନାୟକ । ଫୁଲବାଣୀ ଜିଲ୍ଲାପାଳ ଅଫିସ ରେକର୍ଡ ରୁମର କ୍ଲର୍କ ହେଉଛନ୍ତି ଅଶୋକ । ଆଜି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପୁରୁଣା ଲ୍ୟାଣ୍ଡ ରେକର୍ଡ ନକଲ ଦେବାକୁ ଅଶୋକ ଏହି ଟଙ୍କା ଲାଞ୍ଚ ନେଉଥିବା ଜଣାପଡିଛି ।

Get real time updates directly on you device, subscribe now.