fbpx

ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ ।୭(ଓଡିଶା ଭାସ୍କର): ଓଡିଶାର ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ମୁମ୍ବାଇ ସ୍ଥିତ ଆପୋଲୋ ମେଡିକାଲରେ ପରଲୋକ ଘଟିଛି । ଚିକିତ୍ସାଧି ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ପ୍ରିୟବ୍ରତ କକର୍ଟ ରୋଗରେ ପୀଡିତ ଥିଲେ ।

ତେବେ ପ୍ରିୟବ୍ରତ ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ । ଏହା ସହ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିଲେ । ବୁଧବାର ଦିନ ପ୍ରିୟବ୍ରତଙ୍କ ପାର୍ଥୀବ ଶରୀର ଭୁବନେଶ୍ୱରକୁ ଅଣାଯିବ ।

Get real time updates directly on you device, subscribe now.