fbpx

ସେୟାର ବଜାରରେ ନୂଆ ରେକର୍ଡ

ନୂଆଦିଲ୍ଲୀ,୨୧ ।୧: ଭାରତୀୟ ସେୟାର ବଜାର ଆଜି ଇତିହାସ ରଚିଛି । ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ବଜାର । ପ୍ରଥମ ଥର ପାଇଁ ୫୦ ହଜାର ଟପିଛି ସେନସେକ୍ସ । ୨୩୦ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ରେ ସେନସେକ୍ସ ପହଞ୍ଚିଛି । ଅନ୍ୟପଟେ ନିଫଟି ବି ୧୪ ହଜାର ୭୦୦ ଅତିକ୍ରମ କରିଛି ।

Get real time updates directly on you device, subscribe now.