fbpx

ଭିଜିଲାନ୍ସ ଜାଲରେ ଏସଆଇ

ଗଞ୍ଜାମ, ୨୫ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ସ୍ଥିତ ଜଗନ୍ନାଥପ୍ରସାଦ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ନେଉଥିବା ଅଭିଯୋଗରେ ଏସଆଇ ଗିରଫ ହୋଇଛନ୍ତି । ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଗିରଫ ହୋଇଛନ୍ତି । ଗଣ୍ଡଗୋଳ ମାମଲା ରଫାଦଫା ପାଇଁ ସେ ଲାଞ୍ଚ ନେଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.