fbpx

ଲୁଟ ଓ ଛିନତାଇ ରୋକିବ ‘ସ୍ପେଶାଲ ୨୬’

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟରେ ଲୁଟ ଓ ଚୋରି ବଢିବାରେ ଲାଗିଛି । ଲୁଟ ଓ ଛିନତାଇ ରୋକିବାକୁ କମିଶନରେଟ ପୋଲିସ ବଡ ପଦକ୍ଷେପ ଗ୍ରହଣ କରିଛି । ଲୁଟେରାଙ୍କୁ ଧରିବାକୁ ପୋଲିସ ଗଠନ କରିଛି ‘ସ୍ପେଶାଲ ୨୬’ । ଛିନତାଇ ରୋକିବାକୁ ପ୍ରତ୍ୟେକ ଥାନାରେ ଏଥିପାଇଁ ଜଣେ ଲେଖାଏଁ ସ୍ପେଶାଲ ଅଫିସର ରହିବେ । ସ୍ପୋଶାଲ ଅଫିସରଙ୍କ ଅଧିନରେ ୪ ଜଣ ଲେଖାଏଁ କନେଷ୍ଟବଳ ରହିବେ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.