fbpx

ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ,୧୮ ।୧୧(ଓଡିଶା ଭାସ୍କର): ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ହୋଇଛି ।

ତେବେ ମନ୍ଦିର ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏନେଇ କୌଣସି ଅଧିକାରୀ ସ୍ତରୀୟ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.