fbpx

ଚାଲିଥିଲା ଅନଲାଇନ୍ କ୍ଲାସ୍, ଛାତ୍ର କଲେ ସେକ୍ସ, ତା’ପରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ଚାଲିଥିଲା ଅନଲାଇନ୍ କ୍ଲାସ୍ । କିନ୍ତୁ ହଠାତ୍ ଜଣେ ଛାତ୍ର କଲେ ଏଭଳି କାଣ୍ଡ, ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ । ଖୋଲାଖୋଲି ଭାବେ ନିଜ ପ୍ରେମିକା ସହ ଛାତ୍ର ଜଣଙ୍କ ଆରମ୍ଭ କରିଦେଲେ ଯୌନକ୍ରୀଡ଼ା । ଭୁଲିଗଲେ ସେ କ୍ଲାସ୍ କରୁଛନ୍ତି ବୋଲି ।

ସୂଚନା ଅନୁସାରେ, ଛାତ୍ର ଜଣଙ୍କ ଅନଲାଇନ୍ କ୍ଲାସ ଅବସରରେ ନିଜ ସାଥୀ ସହ ସେକ୍ସ ଆରମ୍ଭ କରିଦେଇଥିଲେ । ଶିକ୍ଷକ ଓ ଅନ୍ୟ ସହପାଠୀ ମଧ୍ୟ ଅନଲାଇନ୍ରେ ଥିଲେ । କିନ୍ତୁ ଛାତ୍ର ଜଣଙ୍କ କ୍ୟାମେରା ଅନ୍ ଥାଇ ଏଭଳି କାଣ୍ଡ ଭିଆଇବା ପରେ ଶିକ୍ଷକ ଚିକ୍ରାର କରି ତାଗିଦ୍ କରିଥିଲେ । ଶିକ୍ଷକ ଯେତେବେଳେ ବଡ଼ପାଟିରେ ତାଗିଦ୍ କରିଥିଲେ ଯେ- ତୁମେ କଣ କରୁଛ ଜାଣିପାରୁଛ ତ? ଅନଲାଇନ୍ କ୍ଲାସ୍ ଚାଲିଛି… ଏ କଣ କରୁଛ ତୁମେ? ଏଭଳି ଚିକ୍ରାର କରିବା ପରେ ଛାତ୍ରଙ୍କ ହୋସ୍ ପଶିଥିଲା ଆଉ ସେ ଜାଣିପାରିଥିଲେ ଯେ ୱେବ୍ କ୍ୟାମେରା ଅନ୍ ରହିଛି ।

ଛାତ୍ରଙ୍କ ଚେତା ପଶିବାବେଳକୁ ତାଙ୍କ କାରନାମା ସମସ୍ତେ ଦେଖି ସାରିଥିଲେ । ଆଉ ଛାତ୍ରଜଣଙ୍କ ହଠାତ୍ ଉଠି ଦୌଡ଼ିଥିଲେ ନିଜ ପ୍ୟାଣ୍ଟ ପିନ୍ଧିବାକୁ… ଏଥିସହ ବନ୍ଦ କରିଦେଇଥିଲେ କ୍ୟାମେରା । ଏଭଳି ଏକ ଘଟଣା ଘଟିଛି ଭିଏତନାମରେ । ଏହି ଘଟଣା ପରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଙ୍କୁ କଡ଼ା ତାଗିଦ୍ କରାଯାଇଥିବା କୁହାଯାଇଛି ଏବଂ ଉକ୍ତ ଭିଡିଓକୁ ସାର୍ବଜନୀନ ନକରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.