fbpx

ସୁଲ୍ଲୀ ଡିଲ୍ସର ମାଷ୍ଟରମାଇଣ୍ଡ୍ ଗିରଫ, ଇନ୍ଦୋରରୁ ଧରିଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ସୁଲ୍ଲୀ ଡିଲ୍ସ ଆପ୍ କ୍ରିଏଟର୍ ଓ ମାଷ୍ଟରମାଇଣ୍ଡ ଓଙ୍କାରେଶ୍ୱର୍ ଠାକୁର(୨୫)କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଓଙ୍କାରେଶ୍ୱର୍ ଠାକୁରକୁ ଇନ୍ଦୋରରୁ ଗିରଫ କରାଯାଇଛି । ଏନେଇ ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି । ମୁସଲିମ୍ ମହିଳାଙ୍କୁ ଟ୍ରୋଲ୍ କରିବା ପାଇଁ ତିଆରି କରାଯାଇଥିବା ଟୁଇଟ୍ ରେ ଟ୍ରେଡ୍ ଗ୍ରୁପ୍ ର ସଦସ୍ୟ ଥିଲା ଓଙ୍କାରେଶ୍ୱର୍ । ମୁସଲିମ୍ ମହିଳାଙ୍କ ଅଜାଣତରେ ସେମାନଙ୍କ ଫଟୋ ସୁଲ୍ଲୀ ଡିଲ୍ସ ଆପ୍ ରେ ନିଲାମ ପାଇଁ ଅପଲୋଡ୍ କରାଯାଉଥିଲା ।

Get real time updates directly on you device, subscribe now.