fbpx

ପୌର ନିର୍ବାଚନରେ ବିଜେଡିର ବାଜିମାତ୍: ବିପୁଳ ଭୋଟ ସହ ଭୁବନେଶ୍ୱରର ନୂଆ ମେୟର ହେଲେ ସୁଲୋଚନା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ୩ ମହାନଗର ନିଗମ , ଏବଂ ୧୦୫ ପୌରଧ୍ୟକ୍ଷ୍ୟ ପଦ ପାଇଁ ଚାଲିଛି ଭୋଟ ଗଣତି । ସମଗ୍ର ରାଜ୍ୟରେ ପୌର ପରିଷଦ ଭୋଟରେ ଆଗରେ ରହିଛି ବିଜେଡି । ବ୍ରହ୍ମପୁର ମହାନଗରରେ ମଧ୍ୟ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

ଏହାରି ମଧ୍ୟରେ ଆସିଛି ଭୁବନେଶ୍ୱର ମହାନଗର ନିଗମ ମେୟର ଫଳାଫଳ । ଭୁବେନଶ୍ୱର ମେୟର ପଦବୀ ପାଇଁ ବିଜେଡିର ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମର ମେୟର । ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇ ସୁଲୋଚନା ଦାସ ହେଲେ ଭୁବନେଶ୍ୱରର ନୂଆ ମେୟର ।

Get real time updates directly on you device, subscribe now.