fbpx

ବର୍ଷର ଶେଷ ‘ସୁପର ମୁନ୍’କୁ ଉପଭୋଗ କଲେ ପୁରୀବାସୀ

ପୁରୀ (ଓଡ଼ିଶା ଭାସ୍କର) : ହିନ୍ଦୁ ଧର୍ମରେ ଏକାଦଶୀ ଏବଂ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା କୁହାଯାଏ । ଏହି ତିଥିରେ ବଡ଼ ଓ ଉଜ୍ଜ୍ୱଳ ଦିଶୁଥିବା ‘ସୁପର୍‌ ମୁନ୍‌’ ଦେଖିବାକୁ ମିଳିଛି। ଜହ୍ନ ପୃଥିବୀର ଅତି ନିକଟତର ବଡ଼ ଦେଖାଯାଇଥାଏ।  ପୁରୀ ଆକାଶରେ ବର୍ଷର ଶେଷ ସୁପର ମୁନ୍ ଦେଖିବାକୁ ମିଳିଛି।

ଶ୍ରକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗଜାନନ ବେଶ କରାଯାଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳ ସ୍ନାନକରି ଠାକୁରଙ୍କୁ ଜ୍ୱର । ଅଣସର ପିଣ୍ଡିରେ ବିଜେ ହୋଇ ଗୋପନ ସେବାରେ ପାଉଛନ୍ତି ଶ୍ରୀବିଗ୍ରହ ।

 

Get real time updates directly on you device, subscribe now.