fbpx

ପୁରୀ ଆକାଶରେ ବାୟୁବୀର

ପୁରୀ: ପୁରୀ ଆଶରେ ଲଢ଼ୁଆ ବିମାନର ଜଲୱା । ଗତକାଲି ଯେଉଁପରି କୁଆଖାଇ ନଦୀ ପଠା ସୂର୍ଯ୍ୟକିରଣ ସୋ ହୋଇଥିଲା । ଠିକ ସେହି ରି ଆଜି ପୁରୀରେ ଆକାଶରେ ବାୟୁବୀର ଶୋ ହୋଇଛି । ପୁରୀର ବ୍ଲୁ ଫ୍ଲାଗ ବିଚରେ ଏହା ହୋଉଛି । ଏକାସାଙ୍ଗରେ ଆକଶରେ ୯ଟି ହକ୍ ଲଢ଼ୁଆ ବିମାନ ଶୋ ଜାରି ରଖିଛି । ଏହାକୁ ଦେଖିବା ।ପଇଁ ପର୍ଯ୍ୟଟକ ମାନଙ୍କର ବହୁ ଭିଡ ଜମିଛି । ଏରୋବେଟିକ ଟିମ ଆକାଶମାର୍ଗରେ ଏହି ଶୋ ଜାରି ରହିଛନ୍ତି । ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଶହ ଶହ ଲୋକ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.