ଭୟଙ୍କର ଦୃଶ୍ୟ, ଡଙ୍ଗା ଓଲଟି ୧୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକ ଛାତ୍ର
କଙ୍ଗୋ: କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦୁଃଖଦ ଘଟଣା। ଡଙ୍ଗା ଓଲଟିବାରୁ ୧୦୦ରୁ ଅଧିକ ଲୋକଙ୍କ ମୁତ୍ୟୁ। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଅନୁମାନ। ଡଙ୍ଗାରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁଁ ଦୁର୍ଘଟଣା…

