ହୀରାକୁଦ ପାଣିରେ ଫୁଲୁଛି ମହାନଦୀ, ୧୦ ଜିଲ୍ଲାରେ ବନ୍ୟା ଆଶଙ୍କା, ରୁହନ୍ତୁ ସତର୍କ
କଟକ: ତଳ ଅଞ୍ଚଳର ଲୋକ ହୋଇଯାଆନ୍ତୁ ସାବଧାନ। ତୁରନ୍ତ ଉଂଚା ସ୍ଥାନକୁ ଚାଲିଯାଆନ୍ତୁ। ମହାନଦୀରେ ବନ୍ୟାର ଆଶଙ୍କା ରହିଛି। ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ୁଛି।
ଯାହା…

