ତାଣ୍ଡବ ରଚିଲା ଟାଇଫୁନ୍, ମାଡ଼ିଆସିଲା ସମୁଦ୍ର, ଭସେଇ ନେଲା ଘର ଦ୍ୱାର, ମିଳୁନି ୧୨୪ ଜଣଙ୍କ ଖବର
ଓଡ଼ିଶାଭାସ୍କର: ତାଇୱାନରେ ଟାଇଫୁନ୍ ରାଗାସା ତାଇୱାନରେ ତାଣ୍ଡବ ସୃଷ୍ଟି କରିଛି। ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରେ ଏକ ହ୍ରଦରେ ଝଡ଼ ଯୋଗୁଁ ଅତି କମରେ 14 ଜଣଙ୍କର ମୃତ୍ୟୁ ହୋଇଛି।
ମଙ୍ଗଳବାର ଦିନ ପ୍ରବଳ ବର୍ଷା…

