Viral Video: ୬ ମିନିଟ୍ରେ ୧୬ ଫୁଟ ଲମ୍ବା କିଙ୍ଗ କୋବ୍ରାକୁ ନିୟନ୍ତ୍ରଣ କଲେ ମହିଳା ବନ ଅଧିକାରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: କେରଳର ବନ ବିଭାଗ ଅଧିକାରୀ ଜିଏସ୍ ରୋଶନି ତାଙ୍କ ସାହସିକତା ଏବଂ ଆଶ୍ଚର୍ଯ୍ୟଜନକ ସାପ ଧରିବା ଦକ୍ଷତାରେ ନେଟିଜେନଙ୍କ ହୃଦୟ ଜିତିଛନ୍ତି । ସେ ସମ୍ପ୍ରତି ଏକ ୧୬ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର…
