ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ: ତାଙ୍କର ମହାନ ଆଦର୍ଶ, ମୂଳମନ୍ତ୍ର ଆଜି ବି ଯୁବକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି
‘ଉଠ, ଜାଗ ଆଉ ଜୀବନର ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଜମା ବିଶ୍ରାମ ନିଅ ନାହିଁ’, ‘ନିଜକୁ ଦୁର୍ବଳ ବୋଲି ବିଚାର କରିବା ହେଉଛି ସବୁଠାରୁ ବଡ଼ ପାପ’ । ଆଜି ହେଉଛି ମହାନ ସମାଜ ସେବକ, ସମାଜ ସୁଧାରକ ତଥା କୋଟି କୋଟି…
