ପେଟ୍ରୋଲ ପମ୍ପରେ ଉଡ଼ିଲା ଚେୟାର, ଟେବୁଲ: ୨ ଯୁବତୀଙ୍କ ଭିତରେ ହେଲା କୁକୁର-ବିଲେଇ ଲଢ଼େଇ; ଦେଖନ୍ତୁ ଏହି ଭିଡିଓ
ଓଡିଶା ଭାସ୍କର: ଗୋରଖପୁରର ଏକ ପେଟ୍ରୋଲ ପମ୍ପରେ ଦୁଇଜଣ ଝିଅ ଏପରି ଭାବରେ ଝଗଡ଼ା କଲେ ଯେ ଲୋକମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ଧଳା ସାର୍ଟ ପିନ୍ଧିଥିବା ଝିଅଟି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ତଳେ ପକାଇ ତାଙ୍କୁ…

