୧ ଗ୍ରାମ୍ ର ସୁନା ମୁଦି ତିଆରି କରିବା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ? ଜାଣନ୍ତୁ ଏଥିରେ କେତେ ଲାଗେ ମେକିଂ ଚାର୍ଜ
ନୂଆଦିଲ୍ଲୀ: ସୁନା ଅଳଙ୍କାର ସବୁବେଳେ ଭାରୀ ହାର କିମ୍ବା ମୋଟା ଚୁଡ଼ି ନୁହେଁ। ଆଜିକାଲି ଅନେକ କ୍ରେତା ହାଲୁକାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ଏକ ସାଧାରଣ ପ୍ରଶ୍ନ ହେଉଛି କେବଳ ଗୋଟିଏ ଗ୍ରାମ ସୁନାରୁ ଏକ ମୁଦି …
