ନେପାଳରେ ଫଶିଲେ 23 ଓଡ଼ିଆ; ପରିବାରରେ ହାହାକାର, ଉଦ୍ଧାର ପାଇଁ ଚେଷ୍ଟା ଜାରି
ଯାଜପୁର: ନେପାଳରେ ଫସିଛନ୍ତି 23 ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ତେବେ ଫସିଥିବା 23 ଓଡ଼ିଆ ପର୍ଯ୍ୟଟକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
ସେପଟେ ବୁଲାଇବାକୁ ନେଇଥିବା…

