ଘଣ୍ଟା ଘଣ୍ଟା ଧରି ୨୫ କିଲୋମିଟର ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ, ୨ ବର୍ଷର ଶିଶୁର ମୃତ୍ୟୁ
ମହାରାଷ୍ଟ୍ର: ଘଣ୍ଟା ଘଣ୍ଟା ଧରି ଲମ୍ୱା ଟ୍ରାଫିକ୍ ଭିଡ଼ରେ ଫସି ରହିଲା ଆମ୍ୱୁଲାନ୍ସ, ଯେଉଁଥିରେ ଥିଲା ଜଣେ ୨ ବର୍ଷର ଶିଶୁ। ଆଉ ରାସ୍ତା ଏତେ ଜାମ୍ ଥିଲା ଯେ ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକ ଧାଡି…

