Train cancelled: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! 15 ଫେବୃଆରୀ ଯାଏଁ ବାତିଲ ହେଲା 26ଟି ଟ୍ରେନ, ଟିକେଟ ବୁକ୍ ପୂର୍ବରୁ ଦେଖନ୍ତୁ ପୁରା ଲିଷ୍ଟ୍
ରାୟପୁର: ଯଦି ଆପଣ ଟ୍ରେନ୍ ରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଛତ୍ତିଶଗଡ଼ ମାର୍ଗ ହୋଇ ଯାଉଥିବା 26ଟି ଟ୍ରେନକୁ 4 ରୁ 26 ଏପ୍ରିଲ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି। ଏଥିରେ…
