Breaking News ଗାଜା ଉପରେ ଇସ୍ରାଏଲର ପୁଣି ଏୟାରଷ୍ଟ୍ରାଇକ, 33 ଜଣ ପାଲେଷ୍ଟାଇନୀ ନିହତ Ankita Jul 6, 2025 ନୂଆଦିଲ୍ଲୀ: ରବିବାର ହସ୍ପିଟାଲ ଅଧିକାରୀମାନେ କହିଛନ୍ତି ଯେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଅତି କମରେ 33 ଜଣ ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି । ଇସ୍ରାଏଲୀ ସେନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ…