୧୬ ବଲରେ ୪୧ ରନ୍, ହାରିବା ବାଜି ଜିତିଲେ, ଏସିଆ କପ୍ ପୂର୍ବରୁ ଛକା, ଚୌକାରେ ପଡ଼ିଆରେ କଲେ କମାଲ
ନୂଆଦିଲ୍ଲୀ: ଜିମ୍ବାୱେ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ହରାରେ ସ୍ପୋର୍ଟସ୍ କ୍ଲବରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଜିମ୍ବାୱେକୁ ଚାରି ୱିକେଟ୍ରେ ପରାସ୍ତ କରି ତିନି ମ୍ୟାଚ୍…

