Asia Cup Final Ind VS Pak:ସୁପର ସଣ୍ଡେରେ ମହାମୁକାବିଲା, ୪୧ ବର୍ଷରେ ପ୍ରଥମ ଥର ଟାଇଟେଲ ପାଇଁ ଟକ୍କର, ଇତିହାସ ସୃଷ୍ଟି କରିବ ଏହି ମ୍ୟାଚ୍
ଓଡ଼ିଶାଭାସ୍କର: ଟକ୍କର ହେବ ଜୋରଦାର। ସୁପର ସଣ୍ଡେରେ ହେବ ସୁପର ଶୋ’। ପଡ଼ିଆରେ ଆମ୍ନାସାମ୍ନା ହେବ ଚିରପ୍ରତିନ୍ଦ୍ୱନ୍ଦୀ। କାହା ହାତରେ ରହିବ ଏସିଆ କପର ଟ୍ରଫି। ୨୮ ତାରିଖ ଦୁବାଇ ପଡ଼ିଆରେ ହେବ ଏହି ଘମାଘୋଟ ଲଢ଼େଇ।…

