ଏଥର ମେ ୨୪ରେ ସ୍ୱପ୍ନର ସହର ସୁଦୂର ଲଣ୍ଡନରେ 5ଷ୍ଟାର ଫିଲ୍ମ ଆୱାର୍ଡ୍ସ ୨୦୨୬, ଏକ ଐତିହାସିକ ରାତିର ସାକ୍ଷୀ ରହିବ ୟୁନାଇଟେଡ୍ କିଙ୍ଗଡମ
ଭୁବନେଶ୍ୱର: ସିଙ୍ଗାପୁର ଓ ଦୁବାଇ ପରି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ସଫଳତାର ସହିତ ମର୍ଯ୍ୟାଦାପୂର୍ଣ୍ନ 5 ଷ୍ଟାର ଫିଲ୍ମ ଆୱାର୍ଡସ୍ ଆୟୋଜନ କରିବା ପରେ, ଆର ଆର ଇଭେଣ୍ଟସ୍ ଏବଂ ସିନେ ପ୍ରଡକସନ୍ ପୁଣିଥରେ ଓଡ଼ିଶା…
