୭.୬ ଭୂମିକମ୍ପ ଝଟକାରେ ଥରିଲା ଜାପାନ, ଜାରି କରାଗଲା ସୁନାମୀ ଚେତାବନୀ; ଲୋକ ଆତଙ୍କିତ
ନୂଆଦିଲ୍ଲୀ: ଜାପାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଆଓମୋରି ପ୍ରଦେଶର ଉପକୂଳରୁ୮୦ କିଲୋମିଟର ଦୂରରେ, ୫୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପ…

