Asia Cup ଏସିଆ କପ୍ ୨୦୨୫ ପାଇଁ ଘୋଷଣା ହେଲା ସମସ୍ତ ୮ଟି ଟିମ୍ Subhasmita Das Sep 4, 2025 ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଏସିଆ କପ୍ ୨୦୨୫। ଆଉ ମାତ୍ର କେଇ ଦିନର ଅପେକ୍ଷା। ସେପ୍ଚେମ୍ୱର ୯ ତାରିଖରୁ ଆରମ୍ଭ ହୋଇଯିବ ଏସିଆ କପ୍ ଲଢେଇ। ଆଉ ଏହାରି ଭିତରେ ମ୍ୟାଚ୍ ପାଇଁ ସମସ୍ତ ୮ଟି ଦଳର ଘୋଷଣା ସରିଛି।…