8 ବର୍ଷର ଝିଅକୁ ମିଳିଲା ପୋଲିସ ଚାକିରି; SP ଦେଲେ ଜଏନିଂ ଲେଟର… ମିଳିବ ଏତେ ଦରମା, କରିବାକୁ ପଡ଼ିବ ଏହି କାମ
ଭୋପାଳ: 8 ବର୍ଷର ଝିଅକୁ ମିଳିଲା ପୋଲିସ ବିଭାଗରେ ଚାକିରି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ପୋଲିସ ଅଧ୍ୟକ୍ଷକ ନିଜେ ଝିଅଟିକୁ ଜଏନିଂ ଲେଟର ଦେଇଛନ୍ତି ।
ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ଚତୁର୍ଥ…

