8th Pay Commission: ଅଷ୍ଟମ ବେତନ କମିଶନ ଉପରେ ପୁଣି ଦ୍ୱନ୍ଦ୍ୱ, ପେନସନ ଠାରୁ OPS ପୁନଃସ୍ଥାପନ ସମ୍ପର୍କରେ ମୋଦିଙ୍କୁ ଚିଠି
ନୂଆଦିଲ୍ଲୀ: ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରିଥିଲେ। ଏହି କମିଶନ ଅକ୍ଟୋବରରେ ଗଠିତ ହୋଇଥିଲା ଏବଂ ବର୍ତ୍ତମାନ ଆଗାମୀ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ।
ହେଲେ,…
