8th Pay Commission: ଆସିଲା ବଡ଼ ଖୁସି ଖବର, ଏମାନଙ୍କୁ ବି ମିଳିବ ଅଷ୍ଟମ ବେତନ ଆୟୋଗର ଲାଭ
ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନ ସମ୍ପର୍କରେ ବର୍ତ୍ତମାନ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଗତ ମାସରେ ଅବସର ନେଇଥିବା କର୍ମଚାରୀଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି: ଡିସେମ୍ବର 31, 2025…
