କମ୍ ଶୋଇବା ଯେତିମି ଖରାପ ସେମିତି ୯ ଘଣ୍ଟାରୁ ଅଧିକ ସମୟ ଶୋଇଲେ ମୃତ୍ୟୁ ଆଶଙ୍କା ୩୪% ବଢ଼ିଯାଏ
ଓଡିଶା ଭାସ୍କର: କମ୍ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ହୃଦରୋଗ, ଡିପ୍ରେସନ୍ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଭଳି ସମସ୍ୟାର ଆଶଙ୍କା ବୃଦ୍ଧି କରେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅଧିକ ଶୋଇବା…

