UIDAIର ନୂଆ ଅପଡେଟ୍, ପରିଚୟ ବ୍ୟତୀତ ଏହି ଉଦ୍ଦେଶ୍ୟରେ ଆଧାର କାର୍ଡ ବୈଧ ନୁହେଁ…
ନୂଆଦିଲ୍ଲୀ: UIDAI ପୁଣି ଥରେ ସ୍ପଷ୍ଟ କରିଛି ଯେ ଆଧାର କେବଳ ପରିଚୟ ପତ୍ର (ID) ଭାବରେ ବୈଧ, କିନ୍ତୁ ଏହାକୁ ଜନ୍ମ ତାରିଖର ଏକ ଦୃଢ଼ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି…

