ASIA CUP 2025: ଭାରତୀୟ ଟିମ୍ ଉପରେ ବଡ଼ ସଙ୍କଟ! ଫାଇନାଲ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ, ଅଭିଷେକଙ୍କ ସମେତ ୩ ଖେଳାଳି
ଦୁବାଇ: ଭାରତ ଏବଂ ପାକିସ୍ତାନ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସ୍ୱତନ୍ତ୍ର ଏବଂ ଐତିହାସିକ ଏହି ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ…

