IND vs PAK ମ୍ୟାଚ ପୂର୍ବରୁ ଭିଡିଓ ଜାରି କରି ବଡ଼ ସୂଚନା ଦେଲେ ଅଭିଷେକ ଶର୍ମା; ଖେଳିବେ କି ନାହିଁ ହୋଇଗଲା କ୍ଲିୟର!
ନୂଆଦିଲ୍ଲୀ: ଅଭିଷେକ ଶର୍ମା ଦିଲ୍ଲୀରେ ପହଞ୍ଚିବାର କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିବାରୁ ୨୦୨୬ ଟି-୨୦ ବିଶ୍ୱକପ୍ର ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ ଖେଳି ନଥିଲେ । ପେଟ ସଂକ୍ରମଣ ରୋଗ ହେବା ପରେ ତାଙ୍କୁ ଦୁଇ ଦିନ…
