ସାବଧାନ! ଘନକୁହୁଡି ପାଇଁ ହୋଇପାରେ ଦୁର୍ଘଟଣା, ସତର୍କ ରହିବାକୁ ଏସ୍ଆରସି ପକ୍ଷରୁ ପରାମର୍ଶ ଜାରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହେଉଛି। ଘନକୁହୁଡ଼ି ଆସ୍ତରଣ ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି। ଏହି ଘନକୁହୁଡ଼ି ପାଇଁ ଏଇ କିଛି ଦିନ ହେଲାଣି…
