(video)ବଲିଉଡକୁ କ୍ୟାପଟେନ୍ କୁଲଙ୍କ ଡେବ୍ୟୁ, ଆକ୍ସନରେ ଉଡ଼ାଇଲେ ହୋସ୍, ପଛରେ ପଡ଼ିଲେ ଟାଇଗର- ହ୍ରିତିକ
ମୁମ୍ବାଇ: ଖେଳ ପଡ଼ିଆରେ ମାରୁଥିଲେ ଚକୌ, ଛକା। ଏବେ ବଲିଉଡ୍ ପରଦାରେ କରିବେ ତାକଧିନାଧିନ। ବ୍ୟାଟ ଧରିବା ହାତରେ ଧରିଛନ୍ତି ବନ୍ଧୁକ ଦମଦାର ଆକ୍ସ ସିନ୍ରେ ବଡ଼ ପରଦାରେ ହିରୋ ଚରିତ୍ରରେ ଆସୁଛନ୍ତି କ୍ୟାପଟେନ୍ କୁଲ।…

