ଗୋଟିଏ ମିନିଟ ବି ଚାଲି ପାଲିଲାନି ଗୃହ, ହଟ୍ଟଗୋଳ ଯୋଗୁଁ 4ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି
ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେସନର ତୃତୀୟ ଦିନ । ଆଜି ବି ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଫଳରେ ଆଜି ଗୋଟିଏ ମିନିଟ ବି ଚାଲିପାରିଲାନି ବିଧାନସଭା ।…

