କୋଡ଼େକ୍ସ କ’ଣ, ଯାହା ସଫ୍ଟୱେର୍ ଇଞ୍ଜିନିୟରମାନଙ୍କ ଭବିଷ୍ୟତ ବିପଦରେ ପକାଇପାରେ !
ନୂଆଦିଲ୍ଲୀ: ଶୁକ୍ରବାର ଦିନ OpenAI କମ୍ପାନୀର ସବୁଠାରୁ ସକ୍ଷମ କୃତ୍ରିମ ବୁଦ୍ଧିମତ୍ତା (AI) କୋଡିଂ ଏଜେଣ୍ଟ, Codex ଲଞ୍ଚ କରିବାର ଘୋଷଣା କରିଛି। ChatGPT Pro, Enterprise, ଏବଂ Team ସବସ୍କ୍ରାଇବରମାନଙ୍କ…

