ସୁପ୍ରିକୋର୍ଟରେ ପହଞ୍ଚିଲା ଅଗ୍ନିପଥ ବିରୋଧ, ବିଶେଷଜ୍ଞ କମିଟି ଜରିଆରେ ସମୀକ୍ଷା କରାଇବାକୁ ଦାବି
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇ ସେନାରେ ନିଯୁକ୍ତି ପାଇଁ ଘୋଷିତ ଏହି ଯୋଜନାର ସମୀକ୍ଷା ହେତୁ ଏକ ବିଶେଷଜ୍ଞ କମିଟି ଗଠନ…
