ଦିବାସ୍ୱପ୍ନ ଦେଖୁଛନ୍ତି ଟ୍ରମ୍ପଙ୍କ ମନ୍ତ୍ରୀ ଲୁଟନିକ୍, ଭାରତକୁ ନେଇ କରିଥିବା ଭବିଷ୍ୟବାଣୀ କେବେ ହେବନି ସତ
ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ଏକ ଅବାନ୍ତର ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଭବିଷ୍ୟବାଣୀ କରିଛନ୍ତି ଯେ ଶୁଳ୍କ ଉପରେ ଆମେରିକାର ବର୍ତ୍ତମାନର…

