ଧ୍ରୁବ ଜୁରେଲ-କୁଲଦୀପ ଯାଦବ ଟିମରୁ ଆଉଟ୍; ଏହି ଖେଳାଳିଙ୍କୁ ଦଳରେ ମଳିଲା ସ୍ଥାନ, ଲାଗିଲା ଲଟେରୀ
ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୫ରେ ସେମିଫାଇନାଲ ପୂର୍ବରୁ ସେଣ୍ଟ୍ରାଲ ଜୋନର ବଢିଲା ସମସ୍ୟା । କାରଣ ଦଳରୁ ବାହାରିଲେ ଦୁଇ ଦୁର୍ଦ୍ଦଶ ଖେଳାଳି ।
ଦୁଲୀପ ଟ୍ରଫିର ସେମିଫାଇନାଲ ମ୍ୟାଚ୍ ସେପ୍ଟେମ୍ବର 4 ରୁ ଖେଳାଯିବ।…

