ଏହି ଗାଁରେ କେବେ ହୁଏନି ବର୍ଷା, କିନ୍ତୁ ଚାଷ କରି ପେଟ ପୋଷନ୍ତି ଲୋକେ, କାରଣ ଜାଣିଲେ ବିଶ୍ୱାସ ହେବନି
ଓଡିଶାଭାସ୍କର: ଥରେ ଭାବନ୍ତୁ ଆପଣ ଏମିତି ଏକ ଜାଗାରେ ଅଛନ୍ତି ଯେଉଁଠି ଆକାଶରୁ ନୁହେଁ ବରଂ ଆପଣଙ୍କ ପାଦ ତଳେ ବର୍ଷା ହେଉଛି। ଆଉ ଆପଣ ଥିବା ଗାଁ ସମ୍ପୂର୍ଣ୍ଣ ଶୁଖିଲା ରହିଛି। କଥାଟି ନିଶ୍ଚୟ ଗପ ପରି ଲାଗୁଛିନା।…
