Breaking News ୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ Seema Mohapatra Sep 11, 2025 ଭୁବନେଶ୍ବର: ଆସନ୍ତା ୧୬ ତାରଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା 18ରୁ ଆରମ୍ଭ ହେଉଛ ଏହି ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ରହିଛି 7ଟି କାର୍ଯ୍ୟ ଦିବସ ।…