ମୁସଲିମ ପୁରୁଷ ସମସ୍ତଙ୍କୁ ସମାନ ଭାବେ ବ୍ୟବହାର କଲେ ଏକାଧିକ ସ୍ତ୍ରୀ ରଖିପାରିବେ: କୋର୍ଟ
ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି ଯେ, ମୁସଲିମ ପୁରୁଷମାନେ ଯଦି ସେମାନଙ୍କ ସ୍ତ୍ରୀମାନଙ୍କୁ ସମାନ ଭାବେ ବ୍ୟବହାର କରନ୍ତି ଏବଂ ନ୍ୟାୟପୂର୍ଣ୍ଣ ଢଙ୍ଗରେ ଦାୟିତ୍ଵ ନିର୍ବାହ…

