ମହିଳାଙ୍କଠାରେ ଦ୍ରୁତ ବେଗରେ ମାଡିଗଲାଣି ଏହି ରୋଗ, ଜାଣନ୍ତୁ ଏହାର ଲକ୍ଷଣ ଓ କାରଣ
ଓଡିଶା ଭାସ୍କର: ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଆଲଜାଇମର ରୋଗ ହେବାରେ ଅଧିକ ଆଶଙ୍କା ଥାଏ। ଆଲଜାଇମର ଏକ ସ୍ନାୟୁଗତ ବ୍ୟାଧି ଯାହା ଧୀରେ ଧୀରେ ମସ୍ତିଷ୍କର ସ୍ମୃତି ଏବଂ ଚିନ୍ତା କ୍ଷମତାକୁ ନଷ୍ଟ କରିଦିଏ। ଶେଷରେ,…

