ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ତହସିଲ ଅଫିସ ନୁହେଁ ଏଣିକି ହ୍ବାଟସଆପରେ ମିଳିବ ରାଜସ୍ବ ସେବା, ଜାଣିରଖନ୍ତୁ ନମ୍ବର
ଭୁବନେଶ୍ୱର: ସରଳ ହେଲା ରାଜସ୍ବ ସେବା ଆଉ ଭୋଗିବା ପଡିବ ନାହିଁ ସମସ୍ୟା । ବାରମ୍ବାର ଯିବାକୁ ପଡିବ ନାହିଁ ତହସିଲ ଅଫିସ। ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା। ଆଉ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ ।…
