Pak PM US Visit: ଭାରତ ବିରୁଦ୍ଧରେ ନୂଆ ଷଡ଼ଯନ୍ତ୍ର! ଟ୍ରମ୍ପଙ୍କୁ ଭେଟିବେ ଶେହେବାଜ, ଏହି ପ୍ରସଙ୍କରେ ହୋଇପାରେ ଆଲୋଚନା…
ନୂଆଦିଲ୍ଲୀ: ଭାରତ ସହିତ ସମ୍ପର୍କ ସୁଧୁରିବା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଏପରି କାମ କରିଛନ୍ତି, ଯାହା ଭାରତର ମୁଣ୍ଡ ଗରମ କରିପାରେ। ଖବର ଅଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଆମେରିକା…

